ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଲିଟୁ ପୁରୋହିତ ଓ ଶିବ ଗୌଡ଼ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ବୀଭତ୍ସ ହତ୍ୟା ।

65
ADVERTISEMENT

ମହୁଡ଼ା,୨୯/୬(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଲିଟୁ ପୁରୋହିତ ଓ ଶିବ ଗୌଡ଼ ନାମକ ଦୁଇଜଣ ବ୍ୟକ୍ତିଙ୍କୁ ବୀଭତ୍ସ ହତ୍ୟା । ଏବଂ ହତ୍ୟା ପରେ ପୋଡ଼ି ଦିଆଯାଇଥିବା ବେଳେ ଉଭୟଙ୍କ ପରିବାର ଲୋକେ ଘଟଣାସ୍ଥଳରେ ଶବ ଚିହ୍ନଟ କରିଛନ୍ତି । ସେପଟେ ଚିକିଟି ଏସଡିପିଓ ଓ ଦିଗପହଣ୍ଡି ଆଇଆଇସି ଓ ଏବଂ ତାଙ୍କ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ।

Advertisement