ଟଙ୍କା ଲୁଟ କରିଥିବା ଅଭିଯୋଗରେ ଗୋଳନ୍ଥରା ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

54
ADVERTISEMENT

ବ୍ରହ୍ମପୁର,୨୮/୬(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଇସ୍କନ ମନ୍ଦିର ସମ୍ମୁଖରେ ଜଣେ କବାଡି ବ୍ୟବସାୟୀଙ୍କୁ କିଛି ଦୁବୁର୍ତ୍ତ ଆକ୍ରମଣ କରି ଟଙ୍କା ଲୁଟ କରିଥିବା ଅଭିଯୋଗରେ ଗୋଳନ୍ଥରା ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପଞ୍ଚମା ଗ୍ରାମର ପିଣ୍ଟୁ ନାହାକ, ଆମ୍ବଗଡର ରୁଦ୍ର ଡାକୁଆ, ବ୍ରହ୍ମପୁର ଫାଷ୍ଟ ଗେଟ ଅଞ୍ଚଳର କାଳିଆ ସାହୁ ଏବଂ ଚାଞ୍ଚଡ଼ା ପଲ୍ଲୀର ଅଜୟ ଲେଙ୍କା।

Advertisement