କାର୍ ର ଡିକି ଓ ସିଟ୍ ତଳୁ ୬୦ କେଜି ଓଜନର ଗଂଜେଇ ଜବତ l

59
ADVERTISEMENT

ଧଉଳି,୨୪/୬(ଡି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଧଉଳି ଥାନା ପୁଲିସ୍ ର ଚଢ଼ାଉ ବେଳେ କାର୍ ର ଡିକି ଓ ସିଟ୍ ତଳୁ ୬୦ କେଜି ଓଜନର ଗଂଜେଇ ଜବତ ସହ ବେଆଇନ ଗଂଜେଇ ଚାଲାଣ ମାମଲାରେ ୩ ଗଂଜେଇ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏବଂ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ ସୂଚନା l

Advertisement