ଗୁଳିମାଡ଼ରେ ଜଣେ ଠିକାଦାରଙ୍କର ମୃତ୍ୟୁ l

51
ADVERTISEMENT

ଟାଙ୍ଗୀ,୧୯/୬(ଡି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନସ୍ଥ ଚଣ୍ଡେଶ୍ବର ନିକଟରେ ଗୁଳିମାଡ଼ l ଗୁଳିମାଡ଼ରେ ଜଣେ ଠିକାଦାରଙ୍କର ମୃତ୍ୟୁ ଘଟିଥିବାବେଳେ ପୁଲିସ ମୃତଦେହକୁ ପୁଲିସ ଜବତ କରି ମୃତକଙ୍କ ଦୁଇ ସହଯୋଗୀଙ୍କୁ ପଚରାଉଚରା ଜାରି କରିଥିବା ସୂଚନା । ଏବଂ ମୃତକ ଠିକାଦାର ହେଲେ ରାଧାମୋହନପୁରର ରମେଶ ଚନ୍ଦ୍ର ରାଉତ।

Advertisement