ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧିନ ଏକ ଘରୋଇ କ୍ଲିନିକରେ ଶୌଚାଳୟରୁ ନବଜାତ ଶିଶୁ ଉଦ୍ଧାର l

62
ADVERTISEMENT

ବ୍ରହ୍ମପୁର,୧୨/୬(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧିନ ଏକ ଘରୋଇ କ୍ଲିନିକ ରେ ଶୌଚାଳୟରୁ ନବଜାତ ଶିଶୁ ଉଦ୍ଧାର l ସ୍ଥାନୀୟ ପୁଲିସ ସହାୟତାରେ ଚାଇଲ୍ଡଲାଇନ୍ କର୍ମକର୍ତ୍ତା ଉଦ୍ଧାର କରିଥିବାବେଳେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଏମ୍କେସିଜି ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏବଂ ନବଜାତ ଶିଶୁଟିକୁ ତା’ର ବାପାମା’ ଶୌଚାଳୟରେ ଛାଡ଼ି ଚାଲିଯାଇଥିବା କୁହାଯାଉଛି।

Advertisement