ପାଇକପଡ଼ା,୧୧/୬(ଡି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ପାଇକପଡ଼ା ଗାଁରେ ସ୍ତ୍ରୀକୁ ଶlବଳରେ ପିଟିପିଟି ମାରିଲା ସ୍ବାମୀ । ପଡ଼ୋଶୀଙ୍କ ବିବାହ ଭୋଜିରେ ସ୍ତ୍ରୀ ନାଚିବାରୁ ଅଭିଯୁକ୍ତ ସ୍ବାମୀ ଉତକ୍ଷିପ୍ତ ହୋଇ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ସୂଚନା । ଏବଂ ଘଟଣlସ୍ଥଳରେ ଔପଦା ଥାନା ପୁଲିସ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।