ବ୍ରହ୍ମପୁର,o୬/୬(ଡି.ଏଚ୍ ବ୍ୟୁରୋ):-ଗୋଳନ୍ଥରା ଥାନା ଅନ୍ତର୍ଗତ ଝାଟି ପଦର ଗ୍ରାମରେ ଜୁଆ ଆଡ୍ଡାରେ ପୁଲିସ ଚଡ଼ାଉକରି ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବଂ ସେମାନଙ୍କ ଠାରୁ ୧ ଲକ୍ଷ ୪୪ ହଜାର ୫୭୦ ଟଙ୍କା ସହ ଚାରୋଟି ମୋଟରସାଇକେଲ ଓ ତାସ ସାମଗ୍ରୀ ମଧ୍ୟ ଜବତ କରିଛି l ସେମାନେ ହେଲେ ଝାଟିପଦର ଗ୍ରାମର ପି.ମୋହନ ରେଡି ଏବଂ ଇଚ୍ଛାପୁରର ପ୍ରସାଦ ରାଓ ଓ କେ.ଭିଗେନେସ ରେଡି l