ବସ୍ ସହ କାର୍ ର ଧକ୍କା, ୬ ମୃତ୍ୟୁ।

173
ADVERTISEMENT

ମହାରାଷ୍ଟ୍ର,o୫/୬(ଡି.ଏଚ ବ୍ୟୁରୋ):-ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ କାନ୍ପା ଗ୍ରାମ ନିକଟରେ ଘରୋଇ ବସ୍ ସହ କାର୍ ର ଧକ୍କା ହେବାଫଳରେ କାର୍ ରେ ଥିବା ୬ଜଣଙ୍କର ମୃତ୍ୟୁ। ଘଟଣାସ୍ଥଳରେ ୫ଜଣ ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଉକ୍ତ କାର୍ ଟି ନାଗପୁରରୁ ନାଗଭୀଦ୍ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା।

Advertisement