ଆଞ୍ଚଳିକଗଞ୍ଜାମ ଗଞ୍ଜାମ ଜିଲ୍ଲା ଶେରଗଡ଼ରୁ ପୁରୀକୁ ‘ଜଗନ୍ନାଥ ଏକ୍ସପ୍ରେସ୍ ନାମକ ଏସି ବସ୍’ର ଶୁଭାରମ୍ଭ ହୋଇଛି। By DuniaHalchal - June 1, 2023 58 Share FacebookTwitterPinterestWhatsApp ADVERTISEMENT ବ୍ରହ୍ମପୁର,o୧/୬(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଶେରଗଡ଼ରୁ ପୁରୀକୁ ‘ଜଗନ୍ନାଥ ଏକ୍ସପ୍ରେସ୍ ନାମକ ଏସି ବସ୍’ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିବାବେଳେ ଓଏସ୍ଆର୍ଟିସି ପକ୍ଷରୁ ଏହି ବସ୍ ସେବା ଆରମ୍ଭ ହୋଇଛି। Advertisement