ଯାତ୍ରୀବାହୀ ବସ ଭାରସ୍ୟାମ ହରାଇ ଖାଇକୁ ଖସିପଡିବା ଫଳରେ ୧୦ ଜଣକର ମୃତ୍ୟୁ ।

167
ADVERTISEMENT

ଶ୍ରୀନଗର,୩୦/୫(ଡି.ଏଚ ବ୍ୟୁରୋ):ଜମ୍ମୁ କାଶ୍ମୀରିରେ ଭୟଙ୍କର ସଡକ ଦୁର୍ଘଟଣା । ଅମୃତସରରୁ କଟରା ଯାଇଥିବା ଏକ ଯାତ୍ରୀବାହୀ ବସ ଭାରସ୍ୟାମ ହରାଇ ଖାଇକୁ ଖସିପଡିବା ଫଳରେ ବସରେ ଥିବା ସମସ୍ତ ଯାତ୍ରୀମାନଙ୍କ ମଧ୍ୟରୁ ୧୦ ଜଣକର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ଏବଂ ଘଟଣାସ୍ଥଳରୁ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।

Advertisement