ବାସୁଦେବପୁର ,୨୭/୫(ଡି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ବାସୁଦେବପୁର କଲେଜ ରୋଡ଼ରେ ସ୍ୱାମୀ, ସ୍ତ୍ରୀ ଉଭୟ ବାଇକ୍ ଯୋଗେ ନିଜ ଶିଶୁପୁତ୍ରକୁ ନେଇ ବାସୁଦେବପୁର ଡାକ୍ତରଖାନାକୁ ଆସୁଥିବା ବେଳେ ବାଇକ୍ କୁ ଧକ୍କା ଦେଲା ଟ୍ରକ । ଫଳରେ ମାଆ କୋଳରୁ ଶିଶୁପୁତ୍ରଟି ଛିଟିକି ପଡ଼ିଥିଲା ଏବଂ ଟ୍ରକ୍ ଚକା ତା’ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା।