ପୁଲିସ ବୋଲେରୋ ଗାଡିକୁ ପିଟିଲା ଟ୍ରକ,୨ ମୃତ ।

56
ADVERTISEMENT

ବାଉଁଶୁଣି,୨୪/୫ (ଡି.ଏଚ ବ୍ୟୁରୋ):-ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ତେଲିବନ୍ଧ କମଳପୁର ଛକ ନିକଟରେ ପୁଲିସ ବୋଲେରୋ ଗାଡିକୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ବୋଲେରୋ ଡ୍ରାଇଭର ପ୍ରଶାନ୍ତ ରଣା ଓ ବାଉଁଶୁଣି ଥାନାର ହୋମଗାର୍ଡ ଜଗନ୍ନାଥ ମେହେରଙ୍କ ମୃତ୍ୟୁ ଘଟିଥିବାବେଳେ ବାଉଁଶୁଣି ଥାନାଏଏସଆଇ ନାଗରାଜ ପ୍ରଧାନ ଓ ଅନ୍ୟଜଣେ ହୋମଗାର୍ଡ ସୁଶାନ୍ତ ସାହୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି ।

Advertisement