ଦୀର୍ଘ ୩ ଘଣ୍ଟା ଧରି ଅଟକି ରହିଲା ପୁରୀ-ହାଓଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’।

51
ADVERTISEMENT

ଭଦ୍ରକ,୨୨/୫(ଡି.ଏଚ ବ୍ୟୁରୋ):-ଭାରତର ଅତ୍ୟାଧୁନିକ ସେମି ହାଇସ୍ପିଡ୍ ଟ୍ରେନ୍ ପୁରୀ-ହାଓଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଗତକାଲି କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇ ଭଦ୍ରକ ମଞ୍ଜୁରୀରୋଡ୍ ନିକଟ ବୈତରଣୀ ପୋଲ ଉପରେ ଦୀର୍ଘ ୩ ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଡିଜେଲ୍ ଇଞ୍ଜିନ ସହାୟତାରେ ରାତି ୮ଟା ୪୫ ମିନିଟ୍ ସମୟରେ ହାଓଡ଼ା ଅଭିମୁଖେ ଯାତ୍ରା କରିଥିବା ସୂଚନା ।

Advertisement