ଓଲଟିଲା ପିକଅପ୍ ଭ୍ୟାନ୍, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ।

64
ADVERTISEMENT

ଖଲ୍ଲିକୋଟ,୧୮/୫(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଧୀନ କେ ବରିଡ଼ା ଛକ ନିକଟରେ ଓଲଟିଲା ଉକ୍ତ ପିକଅପ୍ ଭ୍ୟାନ୍ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୬ଜଣ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି । ସମସ୍ତ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବୋଲି ସୂଚନା। ଏବଂ ପୁଲିସର ତଦନ୍ତ ଆରମ୍ଭ ।

Advertisement