ତାମିଲନାଡ଼ୁ,୧୬/୫(ଡି.ଏଚ ବ୍ୟୁରୋ):-ତାମିଲନାଡ଼ୁର ଭିଲ୍ଲୁପୁରମ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଥିବାବେଳେ ଉକ୍ତ ଘଟଣାରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଭିଲ୍ଲୁପୁରମ ଏସ୍ପି ଏବଂ ଚେଙ୍ଗଲପଟ୍ଟୁ ଏସ୍ପିଙ୍କ ସମେତ ୪ ଜଣ ପୁଲିସଙ୍କୁ ନିଲମ୍ବିତ କରିଛନ୍ତି।