ସାମୁଦ୍ରିକ ବାତ୍ୟା ‘ମୋକା’ପ୍ରଭାବରେ କ୍ଷୟକ୍ଷତି ବଢିବାର ଆଶଙ୍କା l

154
ADVERTISEMENT

ନୂଆଦିଲ୍ଲୀ,(ଡି.ଏଚ ବ୍ୟୁରୋ):-ସାମୁଦ୍ରିକ ବାତ୍ୟା ‘ମୋକା’ ବଙ୍ଗଲାଦେଶ ମିଆଁମାର୍ର ବନ୍ଦର ନଗରୀ ସିତ୍ତ୍ବେକୁ ଛାରଖାର କରିପକାଇଥିବା ବେଳେ ବହୁ ଅଞ୍ଚଳ ବର୍ଷା ଯୋଗୁଁ ଜଳମୟ ହୋଇଛି । ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବା ଫଳରେ ଟିଣ-ଛପର ଉଡ଼ାଇ ନେବା ସହି ଟେଲିଫୋନ୍ ଟାୱାର୍ ଭାଙ୍ଗି ତଳେ ପକାଇ ଦେଇଥିବା ସୂଚନ l ଏବଂ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ଓ କ୍ଷୟକ୍ଷତି ବଢିବାର ଆଶଙ୍କା l

Advertisement