ଗୋପାଳପୁର ଥାନା ଅର୍ନ୍ତଗତ ଆମ୍ବପୁଆ ରେଳଫାଟକ ନିକଟରୁ ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଓ ବାଇକ ଲୁଟି ନେଲେ ଦୁର୍ବୃତ୍ତ ।

57
ADVERTISEMENT

ବ୍ରହ୍ମପୁର,୧୪/୫(ଡି.ଏଚ ବ୍ୟୁରୋ):-ଗୋପାଳପୁର ଥାନା ଅର୍ନ୍ତଗତ ଆମ୍ବପୁଆ ରେଳଫାଟକ ନିକଟରୁ ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଓ ବାଇକ ଲୁଟି ନେଲେ ଦୁର୍ବୃତ୍ତ । ପୁଲିସ କର୍ମଚାରୀ ଜଣକ ଛତ୍ରପୁର ଥାନା ଅର୍ନ୍ତଗତ ଚମାଖଣ୍ଡି ଥାନାର କାର୍ଯ୍ୟରତ ଏଏସଆଇ ଡି. ସୁଧାର କୁମାର ହୋଇଥିବାବେଳେ ବେଳେ ଅଭିଯୋଗ ଆଧାରରେ ସ୍ଥାନୀୟ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହେଵାସହ ତଦନ୍ତ ଜାରି ରହିଛି।

Advertisement