ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ସ୍ଵାତି ସୁଚରିତା ପାତ୍ର |

50
ADVERTISEMENT

ଛତ୍ରପୁର,୧୩/୫(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଛତ୍ରପୁର ତହସିଲ କାର୍ଯ୍ୟାଳୟର ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ସ୍ଵାତି ସୁଚରିତା ପାତ୍ର | ସେ ଘର ପଟ୍ଟା କରେଇଦେବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରି ତାଙ୍କ ଘର ସମେତ ତିନୋଟି ଠିକଣାରେ ଚଢ଼ାଉ ଜାରି କରିଛି l

Advertisement