ପୂର୍ବଶତ୍ରୁତାରୁ ଯୁବକକୁ ହତ୍ୟା ସନ୍ଦେହ l

90
ADVERTISEMENT

କୁକୁଡାଖଣ୍ଡି,୧୩/୫(ଇ.ରଞ୍ଜନ):-କୁକୁଡ଼ା ଖଣ୍ଡି ବ୍ଳକ୍ ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ଲାଠି ରାସ୍ତା ନିକଟ ଏକ ବିଲ ମଧ୍ୟରୁ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ସଦର ଥାନା ପୋଲିସ l ମୃତକ ଜଣକ ବାଉରୀ ସୁକୁଣ୍ଡା ର ଗଙ୍ଗା ଦାସ ହୋଇଥିବାବେଳେ ତାକୁ ଅତି ନିର୍ମମ ଓ ବିଭସ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି l ଏବଂ ନିକଟସ୍ଥ ଅନ୍ୟ ଏକ ବିଲରୁ ମୃତକଙ୍କ ବାଇକ୍ ମଧ୍ୟ ଉଦ୍ଧାର କରାଯାଇଛି lପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରାଯାଉଥିବାବେଳେ ଏନେଇ ସଦର ଥାନାରେ ୨୫୮/୨୩ରେ ଏକ ମାମଲା ରୁଜୁ କରି ଗଙ୍ଗାର କାହା ସହ ଶତ୍ରୁତା ଥିଲା ସେନେଇ ଘଟଣା ସ୍ଥଳରେ ସଦରଥାନା ଅଧିକାରୀ ମହେନ୍ଦ୍ର ସାହୁ ଓ ଏସଡିପିଓ ଶିବ ଶଙ୍କର ମହାପାତ୍ର ପହଂଚି ତଦନ୍ତ କରୁଛନ୍ତି l

Advertisement