ତାମିଲନାଡ଼ୁ,୨୯/୪(ଡି.ଏଚ ବ୍ୟୁରୋ):-ତାମିଲନାଡ଼ୁରେ ବିଜେପିର ଏସ ସି /ଏସଟି ଶାଖାର ରାଜ୍ୟ କୋଷାଧ୍ୟକ୍ଷ ତଥା ବଲାରପୁରମ ପଞ୍ଚାୟତ ସଭାପତି ପିପିଜି ଶଙ୍କରଙ୍କୁ ନିର୍ମମ ଭାବେ ହତ୍ୟା । ସେ ତାଙ୍କ କାରରେ ଯାଉଥିବାବେଳେ କିଛି ଦୃବୁତ୍ତ ତାଙ୍କ ଗାଡ଼ି ଉପରକୁ ବୋମା ମାଡ଼ କରିବା ସହ ତାଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି।