ଆଞ୍ଚଳିକସୁନ୍ଦରଗଡ଼ ନକଲି ବିଦେଶୀ ମଦ ସହ ମହୁଲଫୁଲ ଜବତ l By DuniaHalchal - April 29, 2023 64 Share FacebookTwitterPinterestWhatsApp ADVERTISEMENT କେ.ବଲାଙ୍ଗ,୨୯/୪(ଡି.ଏଚ ବ୍ୟୁରୋ):-ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଅଞ୍ଚଳରେ ଅବକାରୀ ପୁଲିସର ଅତର୍କିତ ଚଢ଼ଉ ବେଳେ ନକଲି ବିଦେଶୀ ମଦ ସହ ମହୁଲଫୁଲ ଜବତ l ଏଥିସହ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ସେମାନଙ୍କ ପାଖରୁ ୧୩.୫୪୫ ଲିଟର ନକଲି ବିଦେଶୀ ମଦ ଓ ୧୧.୦୭ କ୍ବିଣ୍ଟାଲ ମହୁଲଫୁଲ ଜବତ ହୋଇଛି। Advertisement