ଜାତୀୟମୁଖ୍ୟ ଖବର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୂଭୂତ ହୋଇଛି। By DuniaHalchal - March 22, 2023 127 Share FacebookTwitterPinterestWhatsApp ADVERTISEMENT ଦିଲ୍ଲୀ,୨୨/୩ (ଡି.ଏଚ ବ୍ୟୁରୋ):-ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୂଭୂତ ହୋଇଛି। ଦୀର୍ଘ ସମୟ ଧରି ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲୋକେ ଘରୁ ବାହାରି ଆସିଥିଲେ। ଏବଂ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ଥିବା ସୂଚନା । Advertisement