ବ୍ୟବସାୟୀଙ୍କୁ ବାଡ଼ିରେ ଆକ୍ରମଣ କରି ଲୁଟି ନେଲେ ନଗଦ ଟଙ୍କା ସହି ମୋବାଇଲ ଫୋନ ।

67
ADVERTISEMENT

ସୋର,୧୫/୦୨(ଡି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ସୋର ଥାନା ଅଂଚଳରେ ଜଣେ ବ୍ୟବସାୟୀଙ୍କୁ କିଛି ଦୃବୁତ୍ତ ବାଡ଼ିରେ ଆକ୍ରମଣ କରି ଲୁଟି ନେଲେ ନଗଦ ଟଙ୍କା ସହି ମୋବାଇଲ ଫୋନ । ଏବଂ ସ୍ଥାନୀୟ ଲୋକ ଉକ୍ତ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ସୋର ପୁଲିସର ତଦନ୍ତ ଆରମ୍ଭ ।

Advertisement