ମଧୁପାଟଣା,୧୬/୧(ଡି.ଏଚ ବ୍ୟୁରୋ):-କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ ନିଜ୩ ବର୍ଷର ଛୁଆକୁ ତଣ୍ଟି ଚିପି ମାରି ମାଆର ଆତ୍ମହତ୍ୟା । ଘଟଣାସ୍ଥଳରେ ମଧୁପାଟଣା ଥାନା ପୁଲିସ ଦୁଇ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଥିବାବେଳେ ଘଟଣା ପଛର କାରଣ ଅସ୍ପଷ୍ଟ । ଏବଂ ଆତ୍ମହତ୍ୟା କରିଥିବା ମହିଳା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସ୍ତ୍ରୀ ବୋଲି ସୂଚନା ।