ଭୁବନେଶ୍ୱର,୧୧/୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ବଳପୁର ବନାଞ୍ଚଳ ଅଧିକାରୀ ସଂଗ୍ରାମ କେଶରୀ ମଣିହୀରା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ପକ୍ଷରୁ ତାଙ୍କ ଆବାସିକ କାର୍ଯ୍ଯାଳୟ ସମେତ ବୁର୍ଲାସ୍ଥିତ ନୂଆ ବାସଭବନ, ବଲାଙ୍ଗୀର ନେହରୁ ନଗରରେ ଥିବା ଶଶୁର ଓ ଶଳା ଘର, ଏବଂ ବଲାଙ୍ଗୀର ବ୍ରାହ୍ମଣୀପାଲିରେ ଥିବା ପୈତୃକ ଘରେ ଏକକାଳୀନ ଚଢ଼ଉ ଜାରି ଥିବା ସୂଚନା ।