ଆଜିଠାରୁ ୧୯ କେ.ଜି. ଏଲ୍.ପି.ଜି. ସିଲିଣ୍ଡର ପିଛା ୨୫ଟଙ୍କା ବୃଦ୍ଧି ।

60
ADVERTISEMENT

ନୂଆଦିଲ୍ଲୀ,୧/୦୧(ଡି.ଏଚ୍ ବ୍ୟୁରୋ):-ଆଜିଠାରୁ ୧୯ କେ.ଜି. ଏଲ୍.ପି.ଜି. ସିଲିଣ୍ଡର ପିଛା ୨୫ଟଙ୍କା ବୃଦ୍ଧି । ଅଏଲ୍ ମାର୍କେଟିଙ୍ଗ୍ କମ୍ପାନି ମୂଲ୍ୟ ବୃଦ୍ଧି କରିବା ପରେ ଦିଲ୍ଲୀରେ ଏହା ୧୭୬୮/-, ମୁମ୍ବାଇରେ ୧୭୨୧/-, କୋଲ୍କାତାରେ ୧୮୭୦/- ଓ ଚେନ୍ନାଇରେ ୧୯୧୭/ ଟ.-ରେ ବିକ୍ରୟ ହେଉଛି।

Advertisement