ଅନୁଗୋଳ,୨୯/୧୨(ଡି.ଏଚ୍ ବ୍ୟୁରୋ):-ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଗସ୍ତରେ ଯାଇ ୧୮୦୫ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହ ୭୫ ହଜାର ମହିଳାଙ୍କୁ ବିନା ସୁଧରେ ୨୪୨ କୋଟି ଟଙ୍କା ଋଣ ସହାୟତା ପ୍ରଦାନ କରିଛନ୍ତି । ଏବଂ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କେ ପାଣ୍ଡିଆନ, ଉପ ବାଚସ୍ପତି ରଜନୀକାନ୍ତ ସିଂହ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ସମେତ ବହୁ ବିଧାୟକ ଉପସ୍ଥିତ ଥିଲେ ।