ଭୁବନେଶ୍ବର,୧୯/୧୨(ଡି.ଏଚ୍ ବ୍ୟୁରୋ):-ଆଜି ପୁରୁଷ ହକି ବିଶ୍ବକପ୍ ମ୍ୟାଚ୍ ଅଫଲାଇନ ଟିକେଟ ବିକ୍ରି ଉଭୟ ଭୁବନେଶ୍ବର ଓ ରାଉରକେଲା ଷ୍ଟାଡିୟମରେ ଆରମ୍ଭ ହେବ। ଫଳରେ ଏହି ପୁରୁଷ ହକି ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଜନସାଧାରଣ ଉତ୍ସାହିତ ଥିବାବେଳେ ଟିକେଟ ପାଇବା ଲାଗି ଭୋର ୪ଟାରୁ ଟିକେଟ କାଉଣ୍ଟରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।