ବାରଙ୍ଗ,୧୮/୧୨(ଡି.ଏଚ୍ ବ୍ୟୁରୋ):-କଟକ ଜିଲ୍ଲା ବାରଙ୍ଗ ଥାନା ଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଏସଆଇ ଅଶୋକ ପ୍ରଧାନ ବାରଙ୍ଗ ଥାନାରେ କାର୍ଯ୍ୟରତ ଥିଲେ । ଏବଂ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏସଆଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ସୂଚନା ।