ବାଲେଶ୍ବର,୧୧/୧୨(ଡି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ମଙ୍ଗଳପୁର ପଞ୍ଚାୟତ ଗୋଦାମରୁ ପିଡିଏସ୍ ଚାଉଳ ଓ ଗହମ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା । ଗତ ଦୁଇମାସ ହେଲା ଲୋକଙ୍କୁ ପିଡିଏସ୍ ସାମଗ୍ରୀ ଠିକ୍ ଭାବେ ବଣ୍ଟା ଯାଉନଥିବା ବେଳେ ଏହି ଚାଉଳ ଓ ଗହମ କେଉଁଠୁ ଆସିଲା ଏବଂ କୁଆଡ଼େ ଯାଉଛି ବୋଲି ଅଭିଯୋଗ ଆଣି ହୋହଲ୍ଲା କରିଥିଲେ ଗ୍ରାମବାସୀ।