କଟକ,୦୯/୧୨(ଡି.ଏଚ୍ ବ୍ୟୁରୋ):-କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଗ୍ରାମରେ ଦୁର୍ବୃତ୍ତଙ୍କ ବଡ଼ ଧରଣର ସଶସ୍ତ୍ର ଡକାୟତି ସହ ଆକ୍ରମଣ। ଆକ୍ରମଣରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକମେଡିକାଲରେ ଚିକିତ୍ସିତ । ଉଭୟ ସ୍ୱାମୀ ଓ ସ୍ତ୍ରୀ ଲୁଟ ସମୟରେ ପ୍ରତିବାଦ କରିବାରୁ ସେମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ ।