ଭାରସ୍ୟାମ ହରାଇ ଟ୍ରକର ପଛପଟୁ ଧକ୍କାଦେଲା ଯାତ୍ରୀବାହୀ ବସ ।

55
ADVERTISEMENT

ଯାଜପୁର,୦୮/୧୨(ଡି.ଏଚ୍ ବ୍ୟୁରୋ):-ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନିକଟରେ ଭାରସ୍ୟାମ ହରାଇ ଟ୍ରକର ପଛପଟୁ ଧକ୍କାଦେଲା ଯାତ୍ରୀବାହୀ ବସ । ଫଳରେ ବସରେ ଥିବା ସମସ୍ତ ଯାତ୍ରୀମାନଙ୍କ ମଧ୍ୟରୁ ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ଏବଂ ଘଟଣାସ୍ଥଳରେ ଧର୍ମଶାଳା ପୋଲିସର ତଦନ୍ତ ଜାରି ।

Advertisement