ସମ୍ବଲପୁର,୩୦/୧୧(ଡି.ଏଚ ବ୍ୟୁରୋ):-ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ଓ ପୁଲିସ ମଧ୍ୟରେ ମୁହାଁମୁହିଁ । ଫଳରେ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଧରି ବିଚାରପତିମାନେ ରାସ୍ତା ଉପରେ ଠିଆହୋଇ ରହିଥିଲେ । ଏବଂ ଜିଲ୍ଲା ଜର୍ଜଙ୍କ ଉପସ୍ଥିତିରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।