ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଏସଡିଜେଏମ୍ ପ୍ରଜ୍ଞାପାରମିତା ପ୍ରତିହାରୀଙ୍କ ବେକରେ ଛୁରୀ ଲଗାଇଲେ ଦୁର୍ବୃତ୍ତ।

48
ADVERTISEMENT

ବ୍ରହ୍ମପୁର,୨୯/୧୧(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଏସଡିଜେଏମ୍ ପ୍ରଜ୍ଞାପାରମିତା ପ୍ରତିହାରୀଙ୍କ ବେକରେ ଛୁରୀ ଲଗାଇଲେ ଦୁର୍ବୃତ୍ତ। ଫଳରେ କୋର୍ଟ ହଲ୍ ବାହାରେ ଥିବାକିଛି କର୍ମଚାରୀ ଦୁର୍ବୃତ୍ତକୁ କାବୁ କରିଥିଲେ । ଦୁର୍ବୃତ୍ତ ଜଣକ ହେଲେ ଭଗବାନ ସାହୁ । ସେ ସର୍ତ୍ତମୂଳକ ଜାମିନ୍ ପାଇ ଜେଲ୍ରୁ ବାହାରିଥିଲା। ଏବଂ ପୁଲିସ୍ ତା୍କୁ ଗିରଫ କରିବା ସହିତ ତଦନ୍ତ ଚଳାଇଥିବା ସୂଚନା ।

Advertisement