ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ତଲାପକାଇ ବିରୋଧ କଲେ ଗ୍ରାମବାସୀ ।

58
ADVERTISEMENT

କଟକ,୨୫/୧୧(ଡି.ଏଚ ବ୍ୟୁରୋ):-କଟକ ଜିଲ୍ଲା ସାଲେପୁର ବ୍ଳକ ତେନ୍ତୋଳ ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ତଲାପକାଇ ବିରୋଧ କଲେ ଗ୍ରାମବାସୀ । ଏବଂ ସହାୟିକା ଓ ସେବିକା ପଦବୀପାଇଁ ଚଂଚକତା କରି ନିଯୁକ୍ତି ଦିଆଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିବାବେଳେ ସିଡିପିଓ ଏହାକୁ ଖଣ୍ଡନ କରିବା ସହ କୌଣସି ଅନିୟମିତତା ହୋଇନାହିଁ ବୋଲି କହିଛନ୍ତି ।

Advertisement