ଆଜି ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ।

63
ADVERTISEMENT

ଭୁବନେଶ୍ୱର,୨୫/୧୧(ଡି.ଏଚ ବ୍ୟୁରୋ):-ଓଡ଼ିଶା ଉଚ୍ଚନ୍ୟାୟାଳୟ ଭୁବନେଶ୍ୱରକୁ ସ୍ଥାନାନ୍ତର ଓ ଭୁବନେଶ୍ୱରକୁ ଜିଲ୍ଲା ଘୋଷଣା ଦାବିକରି ଆଜି ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ । ଏବଂ ଏହି ଆନ୍ଦୋଳନରେ ଶହ ଶହ ଆଇନଜୀବୀ ଜିଲ୍ଲା ଜର୍ଜଙ୍କୁ ଘେରିବା ସହ ସ୍ଥାନୀୟ କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି ।

Advertisement