ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗିଲା ୨୦ନଂ ଜାତୀୟ ରାଜପଥର କୁସେଇ ସେତୁ ।

56
ADVERTISEMENT

ଆନନ୍ଦପୁର,୨୧/୧୧(ଡି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗିଲା ୨୦ନଂ ଜାତୀୟ ରାଜପଥର କୁସେଇ ସେତୁ । ଏଥିରେ ଜଣେ ଗୁରୁତରଥିବାବେଳେ ଅନ୍ୟ ଦୁଇ ଜଣ ଆହାତ ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି । ଅନେକ ଦିନ ବ୍ୟବଧାନ ପରେ ଆରମ୍ଭ ହେଉଥିବା ସେତୁଟି ଅଚାନକ ଭାଙ୍ଗିପଡିଥିଲା ।

Advertisement