ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡିଶାର ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ରାୟଗଡା, କୋରାପୁଟ ଓ ନବରଙ୍ଗପୁରରେ ହାଲୁକା ବର୍ଷାହେବା ସମ୍ଭାବନା ।

49
Water flowing along the street curb during heavy rain. Close up of splashing raindrops and air bubbles.
ADVERTISEMENT

ଭୁବନେଶ୍ୱର,୨୧/୧୧(ଡି.ଏଚ ବ୍ୟୁରୋ):-ରାଜ୍ୟରେ ଶୀତର ପ୍ରକୋପ ବଢିବା ସହ ଆଭ୍ୟନ୍ତରଣ ଅଞ୍ଚଳରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିବ । ଫଳରେ ଆସନ୍ତା ୨୬ ଯାଏ ପାଗ ଶୁଖିଲା ଓ ଖରାଟିଆ ରହିବ । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡିଶାର ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, ରାୟଗଡା, କୋରାପୁଟ ଓ ନବରଙ୍ଗପୁରରେ ହାଲୁକା ବର୍ଷାହେବା ସମ୍ଭାବନା । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ ହୋଇଛି ।

Advertisement