ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ପ୍ରଶାସନର ମନମୁକ୍ଷୀ କାର୍ଯ୍ୟକଳାପକୁ ବିରୋଧ କରି ବିଜେପି ପକ୍ଷରୁ ଅଭିଯୋଗ ।

44
ADVERTISEMENT

ଭଞ୍ଜନଗର,୧୯/୧୧(ଡି.ଏଚ୍ ବ୍ୟୁରୋ):-ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ପ୍ରଶାସନର ମନମୁକ୍ଷୀ କାର୍ଯ୍ୟକଳାପକୁ ବିରୋଧ କରି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ବିଜେପିର ବହୁ ନେତା ଓ କର୍ମୀ ବ୍ଲକ୍ କାର୍ଯ୍ୟାଳୟ ଭିତରକୁ ଧସେଇ ପସିବା ସହ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏବଂ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Advertisement