ବ୍ରହ୍ମପୁରରେ ଲାଞ୍ଚ କାରବାର ଅଭିଯୋଗରେ ସିବିଆଇର ଚଢ଼ଉ ।

56
ADVERTISEMENT

ବ୍ରହ୍ମପୁର,୧୫/୧୧(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ଲାଞ୍ଚ କାରବାର ଅଭିଯୋଗରେ ସିବିଆଇର ଚଢ଼ଉ । କେନ୍ଦ୍ର ସରକାରଙ୍କ ଫାର୍ମାସ୍ୟୁଟିକାଲ୍ ଆଣ୍ଡ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆର ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ପାଇଁ ଲାଇସେନ୍ସ ପ୍ରଦାନ କରିବା ନିମନ୍ତେ ୧୫ହଜାର ଟଙ୍କା ଲାଞ୍ଚନେବା ଅଭିଯୋଗରେ ସିବିଆଇ ହାତରେ ଧରାପଡ଼ିଛନ୍ତି । ଏବଂ ସିବିଆଇ ଟିମ୍ ଶ୍ରୀ ପଣ୍ଡାଙ୍କୁ ଜେରା କରିବାପରେ ଭୁବନେଶ୍ବର ନେଇଥିବା ସୂଚନା ।

Advertisement