ଉଦଳା ପୋଲିସର ଚଢାଉବେଳେ ୨ ଶହ ଲିଟର ଦେଶୀ ମଦ ଜବତ।

66
ADVERTISEMENT

ଉଦଳା,୧୩/୧୧(ଡି.ଏଚ୍ ବ୍ୟୁରୋ):-ମୟୁରଭଞ୍ଜ ଜିଲ୍ଲା ଅମ୍ବିକାଦେଇପୁର ଅଞ୍ଚଳରେ ଉଦଳା ପୋଲିସର ଚଢାଉବେଳେ ୨ ଶହ ଲିଟର ଦେଶୀ ମଦ ଜବତ ସହ ମଦ କାରବାରରେ ସଂପୃକ୍ତ ଜଣେ ମହିଳା ସମେତ ୩ଜଣ ଗିରଫ । ଏହାସହିତ ୫ ହଜାର କିଲୋରୁ ଅଧିକ ପୋଚ ନଷ୍ଟ କରିଥିବା ବେଳେ ମଦ ତିଆରିରେ ବ୍ୟବହୃତ ହାଣ୍ଡି ଏବଂ ଶହେରୁ ଅଧିକ ଡ୍ରମ୍ ଜବତ କରିଛି ଉଦଳା ପୋଲିସ ।

Advertisement