ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରୁ ପୋଲିସର ଚଢାଉ ବେଳେ ୧୦୦ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ ।

72
ADVERTISEMENT

ଭୁବନେଶ୍ୱର,୧୨/୧୧(ଡି.ଏଚ ବ୍ୟୁରୋ):-ପୁଣି ଜବତ ହେଲା ବ୍ରାଉନସୁଗାର । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରୁ ପୋଲିସର ଚଢାଉ ବେଳେ ୧୦୦ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ ସହ ଉକ୍ତ ଘଟଣାରେ ୪ଜଣ ଗିରଫ । ତେବେ ଜବତ ହୋଇଥିବା ବ୍ରାଉନ୍ସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement