କଟକ,୧୦/୧୧(ଡି.ଏଚ ବ୍ୟୁରୋ):-କଟକ ବାଲିଯାତ୍ରାକୁ ସ୍ୱଚ୍ଛ ଓ ପ୍ରଦବୂଷଣ ମୁକ୍ତ କରିବାକୁ ପ୍ରଶାସନର ପ୍ରୟାସ ଜାରି ଥିବାବେଳେ ବାଲିଯାତ୍ରାରେ ଲାଗିଥିବା ଖାଦ୍ୟ ଷ୍ଟଲ ଉପରେ କଟକ ମହାନଗର ନିଗମ ଓ ଫୁଡ ସେଫ୍ଟି ଵିଭାଗର ଚଢାଉ । ଚଢାଉ ବେଳେ ମତ୍ସ୍ୟ ଵିଭାଗ ଷ୍ଟଲରୁ ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ଖାଦ୍ୟ ଜବତ ହୋଇଛି ।