ପଦ୍ମପୁର,୦୨/୧୧(ଡି.ଏଚ୍ ବ୍ୟୁରୋ):-ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜିଠୁ ଦୁଇଦିନ ପାଇଁ ବନ୍ଦ ଡାକରା ଦିଆଯାଇଛି । ଏଥିରେ ପାଇକମାଲ ,ଝରବନ୍ଧ ,ଗାଇସିଲେଟ, ସୋହେଲା ଓ ବିଜେପୁର ବ୍ଲକର ବିଭିନ୍ନ ସଂଗଠନ ଆନ୍ଦୋଳନକୁ ସମର୍ଥନ ଜଣାଇଥିବାବେଳେ ଗାଡିମଟର ଚଳାଚଳ ବନ୍ଦ ସହ ଦୋକାନବଜାର ଖୋଲିନଥିବା ଦେଖିବାକୁ ମିଳିଛି ।