ଭୁବନେଶ୍ୱର,୩୦/୧୦(ଡି.ଏଚ୍ ବ୍ୟୁରୋ):-ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିୟାର୍ଡ ନିକଟରେ ବିଏମ୍ସିର ଅଳିଆ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଉତ୍ତେଜନା ସହ କିଛି ଦାବି ନେଇ ରାସ୍ତା ଅବରୋଧ l ଫଳରେ ସ୍ଥାନୀୟ ମେୟର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୁରଣ ରାଶି ଓ ମୃତକଙ୍କ ପରିବାରର ଜଣଙ୍କୁ BMCରେ ଠିକା ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ।