ଭିଜିଲାନ୍ସ ଯାଞ୍ଚ ବେଳେ ମିଳିଛି ୧ କୋଟି ୭୫ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ ସି ।

49
ADVERTISEMENT

ଭୁବନେଶ୍ବର ,୨୯/୧୦(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଯାଞ୍ଚ ବେଳେ ଭୁବନେଶ୍ବର R.W.S.S. ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଠାରୁ ମିଳିଛି ୧ କୋଟି ୭୫ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ ସି । ଫଳରେ ପ୍ରଥମ ଥର ପାଇଁ ରାଜ୍ୟର ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଏତେ ପରିମାଣରେ କ୍ରିପ୍ଟୋ କରେନ୍ ସି ମିଳିଥିବାବେଳେ କ୍ରିପ୍ଟୋ ଏକସପର୍ଟ ର ସାହାଯ୍ୟ ନେଇଛି ଭିଜିଲାନ୍ସ ।

Advertisement