କଟକ ଜିଲ୍ଲା ଜଗତପୁର ଥାନା ସାଲେପୁର ଅଞ୍ଚଳରୁ ଜଗତପୁର ପୋଲିସ ପକ୍ଷରୁ ଲକ୍ଷାଧିକ ଟଙ୍କାର ବାଣ ସହ ୬ ଜଣ ଗିରଫ ।

68
ADVERTISEMENT

କଟକ,୧୯/୧୦(ଡି.ଏଚ୍ ବ୍ୟୁରୋ):-କଟକ ଜିଲ୍ଲା ଜଗତପୁର ଥାନା ସାଲେପୁର ଅଞ୍ଚଳରୁ ଜଗତପୁର ପୋଲିସ ପକ୍ଷରୁ ବେଆଇନ ଭାବେ ବିକ୍ରି ହେଉଥିବା ଲକ୍ଷାଧିକ ଟଙ୍କାର ବାଣ ସହ ୬ ଜଣ ବାଣ ବେପାରୀ ଗିରଫ ।ଏବଂବେଆଇନ ବାଣ କାରବାର ଉପରେ ରୋକ ଲଗାଇବା ପାଇଁ ଚଢ଼ାଉ ଜାରି ରଖିଛି ।

Advertisement