ବ୍ରହ୍ମପୁରରେ ୬୦ଲିଟର ଦେଶୀ ମଦ ସହ ଜଣେ ମଦ ମାଫିଆ ଗିରଫ l

81
ADVERTISEMENT

ବ୍ରହ୍ମପୁର,୧୯/୧୦(ଡି.ଏଚ୍ ବ୍ୟୁରୋ):-ବ୍ରହ୍ମପୁରରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ ବେଳେ ଏକ ସ୍କୁଟି ଗାଡ଼ିରେ ଚାଲାଣ ହେଉ ଥିବା ୬୦ଲିଟର ଦେଶୀ ମଦ ସହ ଜଣେ ମଦ ମାଫିଆ ଗିରଫ l ଗିରଫ ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ରାମକୃଷ୍ଣ ନଗରର ସାଗର ଗୌଡ଼(୩୦) ହୋଇଥିବାବେଳେ ତା’ ନିକଟରୁ ଏକ ରିଭଲଭର୍ ଜବତ ହୋଇଛି।

Advertisement