ବାଲେଶ୍ଵର ରେଳ ଷ୍ଟେସନ ନିକଟରେ ଏସଟିଏଫ୍ ଟିମ୍ ର ଚଢ଼ାଉ ବେଳେ ୧ କିଲୋ ୬୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ l

77
ADVERTISEMENT

ବାଲେଶ୍ଵର,୧୮/୧୦(ଡି.ଏଚ୍ ବ୍ୟୁରୋ):-ବାଲେଶ୍ଵର ରେଳ ଷ୍ଟେସନ ନିକଟରେ ଏସଟିଏଫ୍ ଟିମ୍ ର ଚଢ଼ାଉ ବେଳେ ୧ କିଲୋ ୬୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ l ଏବଂ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ ହୋଇଥିବାବେଳେ ଉକ୍ତ ଘଟଣାରେ ୨ ବ୍ରାଉନସୁଗାର ବେପାରୀ ଗିରଫ ।

Advertisement