ବ୍ରହ୍ମପୁର,୧୮/୧୦(ଡି.ଏଚ୍ ବ୍ୟୁରୋ):-ଗ୍ରିନ୍ଇଣ୍ଡିଆ ଚିଟଫଣ୍ଡ ସ୍କାମ୍ ଓ ଜମାକାରୀଙ୍କ ଟଙ୍କା ହଡ଼ପ ମାମଲାରେ ୮ବର୍ଷ ଧରି ଫେରାର୍ ଥିବା ଶାଖା ପରିଚାଳକ ବ୍ରହ୍ମପୁର ଗାନ୍ଧୀନଗରର ତ୍ରିନାଥ ପଣ୍ଡା ଜଗନ୍ନାଥପ୍ରସାଦ ପୁଲିସ ପକ୍ଷରୁ ଗିରଫହୋଇ କୋର୍ଟଚାଲାଣ ହୋଇଛି। । ସେ ଜଗନ୍ନାଥପ୍ରସାଦରେ ଗ୍ରିନ୍ଇଣ୍ଡିଆ ଚିଟଫଣ୍ଡ ସଂସ୍ଥାର ଏକ ଶାଖା ଖୋଲିବା ପରେ ଏହାର ପରିଚାଳନା ଦାୟିତ୍ବରେ ଥିଲେ।